କିମ୍ବଦନ୍ତୀ ଲେଖକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ | News Room Odisha

କିମ୍ବଦନ୍ତୀ ଲେଖକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- କିମ୍ବଦନ୍ତୀ ଲେଖକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ବିବିଧ କୃତି ସହ ମନୋଜ ଦାସ ସାହିତ୍ୟ ଜଗତରେ ନିଜର ଛାପ ଛାଡିଯାଇଛନ୍ତି । ସାହିତ୍ୟ ଜଗତରେ ମନୋଜ ଦାସଙ୍କ ସ୍ଥାନ ଅପୂରଣୀୟ ବୋଲି ନବୀନ ନିଜ ବାର୍ତ୍ତାରେ କହିଛନ୍ତି । ମନୋଜ ଦାସଙ୍କ ଅବର୍ତ୍ତମାନ ଉଭୟ ଓଡିଆ ଏବଂ ଇଂରାଜା ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ନବୀନ କହିଛନ୍ତି ।