କୋଭିଡ ଟୀକା ଦୌଡରେ ଭାରତର ତିନିଟି ଟୀକା , ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ | News Room Odisha

କୋଭିଡ ଟୀକା ଦୌଡରେ ଭାରତର ତିନିଟି ଟୀକା , ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ

ନୂଆଦିଲ୍ଲୀ : କୋଭିଡ ଟୀକା ଦୌଡର ଭାରତର ତିନିଟି ଟୀକା ରହିଛି । ସିରମ ଇନଷ୍ଟିଚ୍ୟୁଟର ଟୀକା ପରୀକ୍ଷଣର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଛି । ଭାରତ ବାୟୋଟେକ ଓ ଜିଡସ ଟୀକାର ପ୍ରଥମ ପ ର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ବୋଲି ବୋଲି ଆଇସିଏମଆର୍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।