କୋଭିଡ ସମୟରେ ୭୮୬ ଡାକ୍ତର ପାଇବେ ସରକାରୀ ନିଯୁକ୍ତି, ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କଲା ଓପିଏସସି | News Room Odisha

କୋଭିଡ ସମୟରେ ୭୮୬ ଡାକ୍ତର ପାଇବେ ସରକାରୀ ନିଯୁକ୍ତି, ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କଲା ଓପିଏସସି

ଭୁବନେଶ୍ୱର- କୋଭିଡ ସମୟରେ ୭୮୬ ଜଣ ଡାକ୍ତର ସରକାରୀ ନିଯୁକ୍ତି ପାଇବେ । ଓଡିଶା ଲୋକସେବା ଆୟୋଗ ବା ଓପିଏସସି ରାଜ୍ୟ ସରକାରଙ୍କୁ ଡାକ୍ତରଙ୍କ ନାଁ ସୁପାରିଶ କରିଛି । ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରିଛି ଓପିଏସସି । ଚୂଡାନ୍ତ ଫଳ ଓପିଏସସିର ୱେବସାଇଟ୍ opsc.gov.in ରେ ଉପଲବ୍ଧ ହୋଇପାରିବ ।