କୋରୋନା ମୁକାବିଲା : ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ | News Room Odisha

କୋରୋନା ମୁକାବିଲା : ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- କୋରୋନା ମୁକାବିଲା ସଂପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ସଂଧ୍ୟା ସାଢେ ୫ଟାରେ ବସିବ ବୈଠକ । ଆଲୋଚନାରେ ସବୁ ଦଳର ବିଧାୟକମାନେ ଯୋଗ ଦେବେ । ରାଜ୍ୟର ସମସ୍ତ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଭିଡିଓ କନଫରେନସିଂ ଯୋଗେ ବିଧାୟକମାନେ ଯୋଡି ହେବେ ।