‘ଗୋପାଳ ରହସ୍ୟ’ର ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ପରଲୋକ | News Room Odisha

‘ଗୋପାଳ ରହସ୍ୟ’ର ଲୋକପ୍ରିୟ ଅଭିନେତା ରବି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର- ବିଶିଷ୍ଟ ଓଡିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ସେ ବହୁ ମଂଚ ନାଟକ, ସିରିଏଲ ଓ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ରେ ଅଭିନୟ କରି ରବି ମିଶ୍ର ଉଚ୍ଚ ପ୍ରଶଂସିତ ହୋଇଥିଲେ . ଗୋପାଳ ରହସ୍ୟରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

Passes AwayRabi Mishra