ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

ଓଡିଶା

୧.ଓଡିଶା ସରକାରଙ୍କ ବଡ ଘୋଷଣା : ଜେଇଇ, ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ଓ ରହଣି ପାଇଁ ହେବ ସବୁ ବ୍ୟବସ୍ଥା..ଖର୍ଚ୍ଚ ବହନ କରିବେ ସରକାର

୨.ଏସଆରସିଙ୍କ ସୂଚନା: ରାଜ୍ୟରେ ବନ୍ୟା ସ୍ଥିତିରେ ହେଉଛି ସୁଧାର, ୧୦ ଜିଲ୍ଲାର ୫୪ ବ୍ଲକ କ୍ଷତିଗ୍ରସ୍ତ

୩.ଏକକ ପିଜି ପ୍ରବେଶିକା ପରୀକ୍ଷା ଘୁଂଚିଲା, ସେପଟେମ୍ବର ୩୦ ବଦଳରେ ଅକ୍ଟୋବର ୧୦ରୁ ୧୯ ଯାଏଁ ପରୀକ୍ଷା

୪.ଉଷା ପାଢି ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶକ

୫.ଉପରମୁଣ୍ଡରେ ପ୍ରବଳ ବର୍ଷା, ତଳମୁଣ୍ଡରେ ବନ୍ୟା, ୫ଟି ଜିଲ୍ଲାକୁ ସତର୍କ ସୂଚନା

୬.ମାସକରୁ କମ୍ ସମୟରେ ଏମକେସିଜି ଟିମ୍‌ର ୧୦୦ ୟୁନିଟ ପ୍ଲାଜମା ସଂଗ୍ରହ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

୭.କୋଭିଡ ମୁକାବିଲା : ରାଜଧାନୀରେ ଆଜିଠୁ ଦ୍ୱିତୀୟ ଓ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସଭେ ର୍ , ଆସନ୍ତା ୩୦ରୁ ୭ ଦିନ ପାଇଁ ଝାରସୁଗୁଡା ସଟଡାଉନ୍

୮.ଓଡିଶା ମୋ ପରିବାର ପକ୍ଷରୁ ତିନି କୋରୋନା ମୃତକଙ୍କ ନିଶୁଳ୍କ ଶବ ସତ୍କାର

ଜାତୀୟ

୧.ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା : ରିୟାଙ୍କୁ ଜେରା ଆରମ୍ଭ କଲା ସିବିଆଇ

୨.ସେପଟେମ୍ବର ଶେଷ ସୁଦ୍ଧା ହିଁ ପିଜି, ୟୁଜି ଶେଷବର୍ଷ ପରୀକ୍ଷା , ବାତିଲ ଆବେଦନ ସୁପ୍ରିମକୋର୍ଟରେ ଖାରଜ