ନ୍ୟୁଜରୁମ୍: ସକାଳର ଖବର | News Room Odisha

ନ୍ୟୁଜରୁମ୍: ସକାଳର ଖବର

  • ଚାରି କୋଭିଡ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ହେବେ ୩୬ ପିଜି ଡାକ୍ତର
  • ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ କୋଭିଡ ଟିକାକରଣର ସମୟରେ ପରିବର୍ତ୍ତନ, ସକାଳ ୮ରୁ ୧୨ ଏବଂ ୩ରୁ ୬ଟା ମଧ୍ୟରେ ଟିକା
  • ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ, ଅଟକ ୨ ଯୁବକଙ୍କ ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହେଲା ବିଜେଡି
  • ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ କୋଭିଡ ନିର୍ଦ୍ଦେଶନାମା,ବାହାଘରେ କେବଳ ୧୦୦ ଅତିଥି, ଦିଆଯିବ ପ୍ୟାକେଟ ଖାଦ୍ୟ
  • ପିପିଲିରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ
  • ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ ପୋଲିସ ଅଧିକାରୀ
  • ଫ୍ରାନ୍ସ ଗଣମାଧ୍ୟମର ଦାବି, ରାଫେଲ ଡିଲ୍‌ରେ ହୋଇଛି ଲାଞ୍ଚ କାରବାର; ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଜବାବ ମାଗିଲା କଂଗ୍ରେସ
  • ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା