ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

ଓଡିଶା

୧. ଖୁବ ଶୀଘ୍ର ଜଗତସିଂହପୁର ଜଟାଧାରରେ ଆରମ୍ଭ ହେବ ଜେଏସଡବ୍ଲୁ ଷ୍ଟିଲ ପ୍ଲାଂଟ୍ ପ୍ରକଳ୍ପ କାମ, କଂପାନି ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

୨. ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା, ୧୧ଟି ଜିଲ୍ଲା ପାଇଁ ରେଡ୍ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ

୩. ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ରୋଗୀ ସୁସ୍ଥ, ସୁସ୍ଥଙ୍କ ସଂଖ୍ୟା ୫୬ ହଜାରରୁ ଅଧିକ

୪. ଗାଡି କାଗଜପତ୍ର ନବୀକରଣ ଅବଧି ଡିସେମ୍ବର ୩୧ ଯାଏଁ ବୃଦ୍ଧି

୫. ଘରେ ବସି ଅନଲାଇନ୍‌ରେ ପାଠ ପଢାଇପାରିବେ ଦୃଷ୍ଟିହୀନ ଅଧ୍ୟାପକ

୬. ପୁରସ୍କୃତ ସର୍ଟ ଫିଲ୍ମ ଅଭିଳାଷର ନିର୍ମାତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଜାତୀୟ

୧. କଂଗ୍ରେସରେ ନେତୃତ୍ୱ ନାଟକର ଅବସାନ, ସୋନିଆ ହିଁ ରହିବେ ଅନ୍ତରୀଣ ସଭାପତି, ରାହୁଲଙ୍କ ସହ ମତାନ୍ତର ଖବରରୁ ସିବଲ ଓ ଆଜାଦଙ୍କ ଅସ୍ୱୀକାର

୨.ଅଦାଲତ ଅବମାନନା ମାମଲା, ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିବାକୁ ମନା କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ

୩.କୋରୋନା କବଳରେ ଆଉ ଜଣେ ରାଜନେତା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟାର କୋରୋନା ପଜିଟିଭ