ନ୍ୟୁଜରୁମ: ସକାଳର ଖବର | News Room Odisha

ନ୍ୟୁଜରୁମ: ସକାଳର ଖବର

  • ତେଲେଙ୍ଗାନା ରୁ ଧରାପଡିଲା ହାଇଦର
  • ରାଜ୍ୟରେ ଟିକାର ଅଭାବ: ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ
  • କାଲିଠୁ ରାଜ୍ୟର ସହରାଂଚଳରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ନାଇଟ୍ କର୍ଫ୍ୟୁ, ଛତିଶଗଡ ସୀମାନ୍ତ ଜିଲ୍ଲାଗୁଡିକର ସହରାଂଚଳରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ୍
  • କୋରୋନା ମୁକାବିଲା ନେଇ ୨୧ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଓ ସହର ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ
  • ମେଡିକାଲ ଅକ୍ସିଜେନର ଯୁକ୍ତିଯୁକ୍ତ ବ୍ୟବହାର ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ
  • ୧୦ଟି ରାଜ୍ୟରେ କରୋନା ଭାଇରସର ଡବଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ ଠାବ
  • ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଘୋଷଣା, ଦିଲ୍ଲୀରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ
  • ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଆସନ୍ତା ୧୯ ତାରିଖରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ