ନ୍ୟୁଜରୁମ: ସକାଳର ଖବର
- ହସ୍ପିଟାଲରେ ଅଧିକ ଶଯ୍ୟା ସହ ଅକ୍ସିଜେନ ସପୋର୍ଟ ସିଷ୍ଟମ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ନିର୍ଦ୍ଦେଶନାମା
- ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ
- ଲକ୍ଡାଉନ୍କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ମୋଦିଙ୍କ ପରାମର୍ଶ
- ରାହୁଲ ଗାନ୍ଧୀ କରୋନା ପଜିଟିଭ୍
- କରୋନା ସଂକ୍ରମିତ ରାହୁଲଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି
- ପତ୍ନୀ କରୋନା ସଂକ୍ରମିତ, କ୍ବାରେଣ୍ଟାଇନରେ କେଜରିୱାଲ
- ଉତ୍ତର ପ୍ରଦେଶର ପାଞ୍ଚ ସହରରେ ଲାଗିବନି ଲକଡାଉନ୍, ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ