ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା | News Room Odisha

ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର- ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାଲେଶ୍ୱର ସଦର ଆସନରୁ ମାନସ କୁମାର ଦତ ପ୍ରାର୍ଥୀ କରିଛି ଦଳ । ତିର୍ତୋଲ ଆସନରୁ ରାଜକିଶୋର ବେହେରା ହେବେ ପ୍ରାର୍ଥୀ । ଦୁଇଟି ଆସନରେ ଆସନ୍ତାମାସ ୩ ତାରିଖରେ ମତଦାନ ହେବ । ୧୦ ତାରିଖରେ ହେବ ଭୋଟ୍ ଗଣତି । ଏଥିପାଇଁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଛି ।

BJP