ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ବିଏମସି କମିଶନରଙ୍କ ସୂଚନା | News Room Odisha

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ଟିକାକରଣ ନେଇ ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ୱର- ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କ କୋଭିଡ ଟିକାକରଣ ଆରମ୍ଭ ହେବ ।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତନ୍ତେଯ, ରାଜଧାନୀରେ ୧୦ଟି ଘରୋଇ, ୧୨ଟି ସରକାରୀ ହସପିଟାଲରେ ଟିକାକରଣ ହେବ ।

୪୫ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯିବ । ଆରୋଗ୍ୟ ସେତୁ ଦ୍ୱାରା ପଂଜୀକରଣ ହୋଇପାରିବ ।

ଆସନ୍ତା ସୋମବାରଠାରୁ ଅନଲାଇନ ଜରିଆରେ ପଂଜୀକରମ ହେବ ।

ସରକାରୀ କେନ୍ଦ୍ରରେ ଟିକା ନେଲେ ପଇସା ଦେବାକୁ ପଡିବ ନାହିଁ । କିନ୍ତୁ ଘରୋଇ ହସପିଟାଲରେ ଟିକା ନେଲେ ପଇସା ଦେବାକୁ ପଡିବ ।