ମାଜିଷ୍ଟ୍ରେଟ ଓ କର୍ମଚାରୀ କୋରୋନା ପଜିଟିଭ : ଝାରସୁଗୁଡା କୋର୍ଟ ପରିସର ୭ ଦିନ ପାଇଁ ସିଲ୍ | News Room Odisha

ମାଜିଷ୍ଟ୍ରେଟ ଓ କର୍ମଚାରୀ କୋରୋନା ପଜିଟିଭ : ଝାରସୁଗୁଡା କୋର୍ଟ ପରିସର ୭ ଦିନ ପାଇଁ ସିଲ୍

ଝାରସୁଗୁଡା – ଝାରସୁଗୁଡା କୋର୍ଟ ପରିସର ୭ ଦିନ ପାଇଁ ସିଲ୍ । ମାଜିଷ୍ଟ୍ରେଟ୍ ଓ ୧୨ରୁ ଅଧିକ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । କୋର୍ଟ ପରିସରକୁ କଂଟେନମେଂଟ୍ ଜୋନ୍ ଘୋଷିତ କରାଯାଇଛି । ମେ ୨ ତାରିଖ ଯାଏଁ କୋର୍ଟ ପରିସର ବନ୍ଦ ରହିବ ।