ଲାଂଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଇଆଇସି | News Room Odisha

ଲାଂଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଇଆଇସି

ଢେଙ୍କାନାଳ – ଢେଙ୍କାନାଳ ନିହଲପ୍ରସାଦ ଥାନା ଆଇଆଇସି ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆଇଆଇସି ଚିତ୍ତରଂଜନ ବେହେରା ୬ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରାପଡିଥିଲେ । ଏକ ଯୌତୁକ ନିର୍ଯାତନା ମାମଲା ରଫାଦଫା କରିବା ପାଇଁ ବେହେରା ଲାଂଚ ନେଉଥିଲେ ।

Vigilance Net