ଶାସକ ବିଜେଡିର ଆଜି ୨୪ତମ ପ୍ରତିଷ୍ଠା ଦିବସ, ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ସୁପ୍ରିମୋ ନବୀନ | News Room Odisha

ଶାସକ ବିଜେଡିର ଆଜି ୨୪ତମ ପ୍ରତିଷ୍ଠା ଦିବସ, ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ସୁପ୍ରିମୋ ନବୀନ

ଭୁବନେଶ୍ୱର- ଆଜି ଶାସକ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ । ଦିନ ୧୦ଟାରେ ବିଜେଡି ମୁଖ୍ୟାଳୟରେ ପ୍ରତିଷ୍ଠା ଦିବସ ସଭାର ଆୟୋଜନ କରାଯାଇଛି । ଭିଡିଓ କନଫରେନସିଂରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ । ୧୯୯୭ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।

BJDNaveen Patnaik