୫ ରାଜ୍ୟର ଲୋକଙ୍କୁ ଦିଲ୍ଲୀ ପ୍ରବେଶ ଉପରେ କଟକଣା | News Room Odisha

୫ ରାଜ୍ୟର ଲୋକଙ୍କୁ ଦିଲ୍ଲୀ ପ୍ରବେଶ ଉପରେ କଟକଣା

ନୂଆଦିଲ୍ଲୀ – ୫ଟି ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ହୋଇଛି । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବର ଲୋକଙ୍କ ଉପରେ ଏହି କଟକଣା ଜାରି କରାଯାଇଛି । ୨୬ ଫେବ୍ରୁଆରୀରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ଏହି ନିଷ୍ପତ୍ତି ଲାଗୁ ହେବ ।

COVID-19Delhi