ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ | News Room Odisha

ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର-ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଗୀତରେ କଣ୍ଠଦାନ କରିଛନ୍ତି ରାଜ୍ୟପାଳ । ଏହି ଗୀତରେ ଓଡିଶାର ଆଗଧାଡିର ୧୪ ଜଣ କଣ୍ଠଶିଳ୍ପୀ ଗୀତ ଗାଇଛନ୍ତି । ଭୁବନେଶ୍ୱରର ଏକ ଷ୍ଟୁଡିଓରେ ଆଜି ଏହି ଗୀତରେକର୍ଡ କରାଯାଇଛି । ଏହି ଗୀତ ଆସନ୍ତା ଉତ୍କଳ ଦିବସରେ ଲୋକାର୍ପିତ ହେବ ।