ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେବାପରେ ସମ୍ବଲପୁର ହୁମା ଅଞ୍ଚଳର ତ୍ରିଲୋଚନ ଏସଏଚଜିର ଜଣେ ସଦସ୍ୟା ମୋହିନୀ ଭୋଇ ମୁଖ୍ୟମନ୍ତ୍ରୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି
ସମ୍ବଲପୁର: ନବୀନ୍ ସରକାର୍ ସମିଆ ଥିଁ କୁଡେ ବଛରେଁ ମାଁ ବହେନ୍ କର୍ ଲାଗିଁ ଯେତକି କରଲେନ ଯେ କହି ନାଇହୁଏ । ରାଏଜ୍ ସାରା ଏସଏସଜି ଗ୍ରୁପ୍ ମାନକୁଁ କୁଟି କୁଟି ଟଂକାର୍ ସାହାଯ୍ ଦେଇକରି ଲାଖ୍ ଲାଖ୍ ଗରିବ୍ ଘର୍ କେ ତିଷ୍ଠେଇ ଦେଇଛନ । ଖାସ୍ ଆମର୍ ଲାଗିଁ ମିଶନ ଶକ୍ତି ଏତକି ଦିନ୍ ତକ୍ ଦୁଖର୍ ସୁଖର୍ ସାହା ହେଇଆସିଛେ । ଆର୍ ଇହାଦେ ମିଶନ୍ ଶକ୍ତି କେ ଅଲଗ୍ ଡିପାର୍ଟ କରି ବଢେଟେ କବାର୍ କରିଛନ୍ । ଛେଲ୍ ପୁଷା ନୁ ବରି ବନା ତକ୍, ହଲଦି ଭଜା ମୁଗ୍ ବନା ନୁ ଧୁପକାଠି ବନା ତକ୍ ସବୁ କବାର୍ ଲାଗିଁ ସାହାଯ୍ ମିଲୁଛେ । ଆମର୍ ଗ୍ରୁପ୍ ଥିଁ ଖଲିଦନା ବନେଇକରି ୨୦ନୁ ଜହ କୁଟୁମ୍ ଥିଁ ଚୁଇଲ୍ ଜଲୁଛେ । ଇଥିର୍ ଲାଗିଁ ସରକାର୍ କେତନି କେତେ ସାହା ହେଇଛନ୍ ।
ଇହାଦେ ଇତାକେ ଅଲଗ୍ ଡିପାର୍ଟ କରଲା ଉତାରୁଁ ଅଏତକା ସୁବିଧା ମିଲବା । ଇ ଡିପାର୍ଟ ର ମୁଖିଆ ସୁଜାତା ମେଡମ୍ ରାଏଜର୍ ଲାଖ୍ ଲାଖ୍ ଘରର୍ ସାହା ହେଇଛନ୍ । ମୁଖ୍ୟମନ୍ତ୍ରୀ ଆର୍ ସୁଜାତା ମେଡମ୍ କୁଁ କୁଟି କୁଟି ଧନ୍ୟବାଦ୍
ମୋହିନୀ ଭୋଇ, ସଦସ୍ୟା, ତ୍ରିଲୋଚନ ଏସଏଚଜି, ହୁମା, ସମ୍ବଲପୁର