ନୂଆ ପୋଲିସ କମିଶନନରଙ୍କ ଦାୟିତ୍ୱ ଗ୍ରହଣ | News Room Odisha

ନୂଆ ପୋଲିସ କମିଶନନରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର – ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ୱ ଦେବେ ବୋଲି ଦାୟିତ୍ୱ ଗ୍ରହଣ କଲା ପରେ ଘେ।।ଷଣା କରିଛନ୍ତି ସୌମେନ୍ଦ୍ର । ଟ୍ୱିନ ସିଟିବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ସେ ବଦ୍ଧ ପରିକର ବୋଲି ନୂଆ ପୋଲିସ କମିଶନର କହିଛନ୍ତି । ଏଥିପାଇଁ ସେ ଲୋକଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି । ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନରେ ସୌମେନ୍ଦ୍ରଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।