ନୂଆପଡାର୍ ଲାଗିଁ ନୂଆ ସକାଲ୍ ହେଲା | News Room Odisha

ନୂଆପଡାର୍ ଲାଗିଁ ନୂଆ ସକାଲ୍ ହେଲା

ନୂଆପଡାର୍ ସବୁ ମାଁ ବହେନ୍ କର୍ ଲାଗିଁ ଶୁଭ୍ ସମିଆ ଆଇଛେ । ଆଏଜ୍ ସାରା ଜିଲା ଆଘୋର୍ କଥା କେ ପାସରି କରି ନୂଆ ଜୀବନ୍ ଲାଗିଁ ଆଗକେ ବଢବାର୍ କେ ଅଁଟା ଭିଡିଛନ୍ । ଆର୍ ଇଥିଁ ମୁଖ୍ୟମନ୍ତ୍ରୀ ଆଏଜ୍ ବଢେଟେ ବଲ୍ ଦେଇଛନ୍ । ଆଝିର୍ ୪ ହଜାର୍ କୋଟିର୍ ପ୍ରକଳ୍ପ ଜିଲାର୍ ସବୁ ବର୍ଗର୍ ଲୁକକୁଁ ଖୁସି କରି ଦେଇଛନ୍ ।

ମୋର୍ ବୁଆ ଅଜା ଜମାନା ନୁ ଇ ଫ୍ଲୋରାଇଡ୍ ପାନି ଜୀବନ୍ କେ ଘାଁଟି ଆସିଛେ । ଇ ବିଷାନ୍ ପାନି ଲାଗିଁ ଆମର୍ ଜିଲାର୍ କେତେ ଲୁକର୍ ଜୀବନ୍ ଯାଇଥିବା ତାର୍ ହିସାବ୍ ନାଇନ । ହେଲେ ଇହାଦେଁ ଆମର୍ ମୁଖ୍ୟମନ୍ତ୍ରୀ ଇ ପାନିର୍ ଦୁଖ୍ ନୁ ମୁକ୍ତି ଦେଇଛନ୍ । ୩ ଲାଖ୍ ଘରକେ ନୁକୋ ପାନି ପଠେଇ କରି ଆମକୁ ମୁଖ୍ୟମନ୍ତ୍ରୀ ଋଣୀ କରି ଦେଇଛନ୍ । ସେନତା ଯୁଗ୍ ଯୁଗ୍ ର ଦାଦନ୍ ଦୁଖ୍ ନୁ ଭିଲ୍ ଜିଲାର୍ ଲାଖ୍ ଲାଖ୍ ଲୁକକୁଁ ଉଦ୍ଧାର୍ କରି ଦେଇଛନ୍ । ଲୋୟର୍ ଇନ୍ଦ୍ର ଡେମ୍ ବନେଇକରି ବୋଡେନ୍ ଆର୍ ଖଡିଆଳ ବ୍ଲକର ସବୁ ଚାଷୀମାନକୁଁ ଉସତ୍ କରି ଦେଇଛନ୍ । ଇହାଦେ କମସେ କମ୍ ନିଜର୍ ଖେତେଁ କାମ୍ କରି ଆମର୍ ପେଟ୍ ପୁରବା । ଇତାର୍ ଲାଗିଁ ମୁଖ୍ୟମନ୍ତ୍ରୀ କୁଁ କୁଟି କୁଟି ଧନ୍ୟବାଦ ।

ବେଦୁ ସାହୁ, ଚାଷୀ, ଆମସେନା, ନୂଆପଡା ବ୍ଲକ