ଭିଜିଲାନ୍‌ସ ଜାଲରେ ଖଡିଆଳ ବନାଚଂଳ ଅଧିକାରୀ | News Room Odisha

ଭିଜିଲାନ୍‌ସ ଜାଲରେ ଖଡିଆଳ ବନାଚଂଳ ଅଧିକାରୀ

ଖଡିଆଳ – ନୂଆପଡା ଜିଲ୍ଲା ଖଡିଆଳ ବନାଚଂଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଖଡିଆଳ ସ୍ଥିତ ସୁନାନୀଙ୍କ ସରକାରୀ ବାସଭବନ , ପୈତୃକ ଗାଁ ନିଲଜି, ମାମୁଘର ନେହେନାଠାରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରି ଡିଏସପି ଏସ.କେ ବିଶ୍ୱାଳଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା ।

OdishaVigilance Net