ଉଚ୍ଚଶିକ୍ଷାରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ବିଧାନସଭାରେ ଗୃହୀତ | News Room Odisha

ଉଚ୍ଚଶିକ୍ଷାରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ବିଧାନସଭାରେ ଗୃହୀତ

ଭୁବନେଶ୍ୱର- ଉଚ୍ଚଶିକ୍ଷାରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ସଂପର୍କିତ ପ୍ରସ୍ତାବ ବିଧାନସଭାରେ ଗୃହୀତ ହୋଇଛି । ମେଡିକାଲ, ଇଞ୍ଜିନିୟରିଂ ନାମଲେଖାରେ ୧୫ ପ୍ରତିଶତ ସଂରକ୍ଷଣ ସଂପର୍କିତ ପ୍ରସ୍ତାବ ଗୃହୀତ ହୋଇଛି । ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଗୃହରେ ଆଗତ କରିଥିଲେ ।