କାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭିଡ ଟିକା | News Room Odisha

କାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର- ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକା ଦିଆଯିବ । ବହୁବିଧ ରୋଗାକ୍ରାନ୍ତ ହୋଇଥିଲେ ମେଡିକାଲ ସାର୍ଟିଫିକେଟ ଆବଶ୍ୟକ ପଡିବ ନାହିଁ । ଆସନ୍ତାକାଲି ଓ ୨ ତାରିଖ ଛୁଟି ଥିଲେ ମଧ୍ୟ ଟିକାକରଣ ଚାଲୁ ରହିବ । ଉଠା ଦୋକାନୀ, ବୁଲା ବିକାଳୀ, ସେଲୁନ, ଗୁପଚୁପ୍ ଦୋକାନୀ, ଶିକ୍ଷକମାନଙ୍କୁ କୋଭିଡ ଟିକା ଦିଆଯିବ । ଦୈନିକ ୨ ଲକ୍ଷ ଟିକା ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

COVID-19 Vaccination