ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୩୦ ଜଣିଆ ତାରକା ପ୍ରଚାରକ ତାଲିକା | News Room Odisha

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୩୦ ଜଣିଆ ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର – ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେଡି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ତାଲିକାର ସର୍ବାଗ୍ରେ ରହିଛି । ଅନ୍ୟମାନେ ହେଲେ ବରିଷ୍ଠ ନେତା ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଂଜନ ଦାଶ, ସୁଶାନ୍ତ ସିଂହ, ନବକିଶୋର ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ତୁଷାରକାନ୍ତି ବେହେରା, ପ୍ରୀତି ରଂଜନ ଘଡାଇ, ପ୍ରଣବ ବଳବନ୍ତରାୟ, ସୁଧିର ସାମଲ, ବ୍ୟୋମକେଶ ରାୟ, ଉମାକାନ୍ତ ସାମନ୍ତରାୟ, ବିଭୂତି ବଳବନ୍ତରାୟ, ରାଜେନ୍ଦ୍ର କୁମାର ସାହୁ, ମୁଜିବୁଲ୍ଲା ଖାନ୍‌, ଦେବୀ ରଂଜନ ତ୍ରିପାଠୀ, ଆକାଶ ଦାସନାୟକ ଓ ଅରିନ୍ଦମ ରାୟ ।

BJDBJD Supremo Naveen Patnaik