ବିଳମ୍ବିତ ରାତିରେ ଆରଏସପି ପ୍ଲାଂଟ୍‌ରେ ଅଗ୍ନିକାଣ୍ଡ | News Room Odisha

ବିଳମ୍ବିତ ରାତିରେ ଆରଏସପି ପ୍ଲାଂଟ୍‌ରେ ଅଗ୍ନିକାଣ୍ଡ

ରାଉରକେଲା – ଗତକାଲି ବିଳମ୍ବିତ ରାତିରେ ଆରଏସପି ପ୍ଲାଂଟ୍‌ରେ ଅଗ୍ନିକାଣ୍ଡ ହୋଇଛି । ଏସଏମଏସ-୨ କନଭର୍ଟର କଂଟ୍ରୋଲରୁମରେ ନିଆଁ ଲାଗି ବହୁ ମୂଲ୍ୟବାନ କେବୁଲ ଜଳିଯାଇଛି । ଆରଏସପି ଅଗ୍ନିଶମ ବାହିନୀ ନିଆଁକୁ ଆତ୍ତ କରିଥିଲେ । ଆରଏସପି ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ କାରଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୪ ଜଣିଆ ସିଜିଏମସ୍ତରୀୟ ଅଧିକାରୀଙ୍କ ତଦନ୍ତ ଜାରି ରହିଛି ।