ସ୍ୱର୍ଣ୍ଣ ପଦକ ବିଜେତା ବଡିବିଲଡର ରଶ୍ମୀରଂଜନ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ସ୍ୱର୍ଣ୍ଣ ପଦକ ବିଜେତା ବଡିବିଲଡର ରଶ୍ମୀରଂଜନ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଦଶମ ଫେଡେରେସନ କପ୍ ସିନିଅର ପୁରୁଷ ବଡିବିଲଡିଂ ଚାମ୍ପିଅନସିପରେ ୮୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଶାର ପ୍ରତିଯୋଗୀ ରଶ୍ମୀ ରଞ୍ଜନ ସାହୁ ।

ରଶ୍ମୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭବିଷ୍ୟତରେ ତାଙ୍କର ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Chief Minister Naveen PatnaikRashmi Ranjan Sahu