ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ୨୨ ଯବାନଙ୍କ ମଧ୍ୟରେ ଜଣେ ଓଡିଆ | News Room Odisha

ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ୨୨ ଯବାନଙ୍କ ମଧ୍ୟରେ ଜଣେ ଓଡିଆ

ଭୁବନେଶ୍ୱର-ଗତ ସପ୍ତାହରେ ଛତିଶଗଡରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିବା ୨୨ ଯବାନଙ୍କ ମଧ୍ୟରୁ ଓଡିଶାର ଜଣେ ଅଛନ୍ତି । ସେ କଳାହାଣ୍ଡି ଜିଲ୍ଲା କୋକାସରା ବ୍ଲକ୍‌ର ବାସିନ୍ଦା ବୋଲି ଜଣାପଡିଛି । ଏ ସଂପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।