ରମଜାନ ମାସ ପାଇଁ କଟକ ମହାନଗର ନିଗମର କଟକଣା ଜାରି | News Room Odisha

ରମଜାନ ମାସ ପାଇଁ କଟକ ମହାନଗର ନିଗମର କଟକଣା ଜାରି

କଟକ- ପବିତ୍ର ରମଜାନମାସ ପାଇଁ କଟକଣା ଜାରି କରିଛି କଟକ ମହାନଗର ନିଗମ । ମସଜିଦରେ ସର୍ବାଧିକ ୧୦୦ ଜଣଙ୍କୁ ନମାଜ ପାଇଁ ଅନୁମତି ଦିଆଯାଇଛି । ପ୍ରାର୍ଥନାସ୍ଥଳୀର ୫୦ ପ୍ରତିଶତ ଜାଗା ବ୍ୟବହାର କରାଯାଇପାରିବ । ପ୍ରବେଶ ପାଇଁ ଟୋକନ ବ୍ୟବସ୍ଥାକରିବେ ମସଜିଦ କର୍ତ୍ତୃପକ୍ଷ । ୫ ବର୍ଷରୁ କମ୍ ପିଲା ମସଜିଦ ଯାଇପାରିବେ ନାହିଁ ।