ରାଜ୍ୟରେ କୋରୋନାରୁ ଆଉ ୨ ହଜାର ୭୯୬ ସୁ୍‌ସ୍ଥ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ | News Room Odisha

ରାଜ୍ୟରେ କୋରୋନାରୁ ଆଉ ୨ ହଜାର ୭୯୬ ସୁ୍‌ସ୍ଥ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୮୨

ଭୁବନେଶ୍ୱର- ରାଜ୍ୟରେ ଆଜି ୨ ହଜାର ୭୯୬ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୮୨, କଟକରୁ ୧୭୯, ଯାଜପୁରରୁ ୧୪୮, ଅନୁଗୁଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବଲାଙ୍ଗିରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡାରୁ ୧୦୨, ବରଗଡ ଓ ନୂଆପଡା ଜିଲ୍ଲାରୁ ୯୭ ଜଣ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । ମୟୂରଭଂଜ ଜିଲ୍ଲାରୁ ୯୬, ସୁନ୍ଦରଗଡରୁ ୭୭, କଳାହାଣ୍ଡିରୁ ୭୬ , ବାଲେଶ୍ୱରରୁ ୭୫, ସୋନପୁରରୁ ୭୧, ଜଗତସିଂହପୁରରୁ ୫୨, କନ୍ଧମାଳରୁ ୫୦ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୩୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ହୋଇଛି ।

COVID-19