ଲାଂଚ ନେବା ବେଳେ ଧରାପଡିଲେ କନ୍ଧମାଳ ରାଇକିଆ ତହସିଲଦାର | News Room Odisha

ଲାଂଚ ନେବା ବେଳେ ଧରାପଡିଲେ କନ୍ଧମାଳ ରାଇକିଆ ତହସିଲଦାର

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କନ୍ଧମାଳ ରାଇକିଆ ତହସିଲଦାର । ତହସିଲଦାର ଚକ୍ରଧର ପାଢୀ ୪୦ ହଜାର ଟଙ୍କା ଲାଂଚ ନେବା ବେଳେ ଫୁଲବାଣୀ ଭିିଜିଲାନ୍ସ ତାଙ୍କୁ ଗିରଫ କରିଛି । ଜବତ ଟ୍ରାକ୍ଟର ଛାଡିଦେବା ପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିଲେ ତହସିଲଦାର ।