କଲାମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଂଜଳି | News Room Odisha

କଲାମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଂଜଳି

ଭୁବନେଶ୍ୱର-ମିସାଇଲ୍ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ଶ୍ରଦ୍ଧାଜଂଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସହ ପୂର୍ବତନ ରାଷ୍ଟ୍ରପତିଙ୍କ ଦୀର୍ଘ ଦିନ ଧରି ସଂପର୍କ ରହିଥିଲା । ତାଙ୍କ ନାଁରେ କଲାମ ଦ୍ୱୀପର ନାମକରଣ ଓଡିଶାବାସୀଙ୍କ ଶ୍ରଦ୍ଧାଜଂଳି ହୋଇ ରହିଛି । ବିଜ୍ଞାନ କ୍ଷେତ୍ରରେ କଲାମଙ୍କ ଅବଦାନ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ବାର୍ତାରେ କହିଛନ୍ତି ।

CM Naveen Patnaikformer President Dr APJ Abdul Kalam