ଭୁବନେଶ୍ୱର – ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ତାଙ୍କ ପତ୍ନୀ କୋରୋନା ପଜିଟିଭ ହୋଇଛନ୍ତି । ଚିକିତ୍ସା ପାଇଁ ରାଜ୍ୟପାଳଙ୍କୁ ସମ୍ କୋଭିଡ ହସପିଟାଲରେ ଭର୍ତି କରାଯାଇଛି । ରାଜ୍ୟପାଳ ଓ ତାଙ୍କ ପତ୍ନୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ-୧୯ ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
Concerned to know about the hospitalisation of Hon’ble @GovernorOdisha Prof Shri Ganeshi Lal ji after testing positive for #COVID19. Wishing him a speedy recovery and praying for his good health.
— Naveen Patnaik (@Naveen_Odisha) November 2, 2020