ଉତ୍କୋଚ ନେଲା ବେଳେ ଧରାପଡିଲେ ସମ୍ବଲପୁର ଜୁଜୁମୁରା ଫରେଷ୍ଟ ଗାର୍ଡ | News Room Odisha

ଉତ୍କୋଚ ନେଲା ବେଳେ ଧରାପଡିଲେ ସମ୍ବଲପୁର ଜୁଜୁମୁରା ଫରେଷ୍ଟ ଗାର୍ଡ

ସମ୍ବଲପୁର- ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ସମ୍ବଲପୁର ଜୁଜୁମରାର ଫରେଷ୍ଟ ଗାର୍ଡ । ୩୬ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବନ ସୁରକ୍ଷା ସମିତିର କୋଠା ନିର୍ମାଣ ବିଲ୍ ପାସ ପାଇଁ ସେ ଲାଂଚ ଗ୍ରହଣ କରୁଥିଲେ । ବେହେରାଣୀ ବସା ବନସୁରକ୍ଷା ସମିତିର ସଦସ୍ୟ ବି ଅଛନ୍ତି ମଧୁସ୍ମିତା ।