ନାଚିକା ଲିଙ୍ଗାଙ୍କୁ ମିଳିଲା ସର୍ତମୂଳକ ଜାମିନ | News Room Odisha

ନାଚିକା ଲିଙ୍ଗାଙ୍କୁ ମିଳିଲା ସର୍ତମୂଳକ ଜାମିନ

କଟକ- ଚାଷୀ ମୂଲିଆ ଆଦିବାସୀ ନେତା ନାଚିକା ଲିଙ୍ଗାଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ଜାମିନ ସର୍ତ ତଳକୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ହାଇକୋର୍ଟ । ୨୦୦୯ ମସିହାରେ ନାରାୟଣପାଟଣା ଥାନା ଆକ୍ରମଣ ଘଟଣାରେ ନାଚିକା ଲିଙ୍ଗାଙ୍କୁ ଜେଲ୍ ହୋଇଥିଲା ।