ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର | News Room Odisha

ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟରେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଅଧିକ ଭଡା ନେଲେ ଦୃଢ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ । ୧୦ କିଲୋମିଟର ପାଇଁ ଛୋଟ ଗାଡି ୭୫୦ ଟଙ୍କା ଭଡା ନେବେ । ଲାଇଫ ସପୋର୍ଟ ସିଷ୍ଟମ ଥିଲେ ବୋଲୋରେ ନେୂେ ୧୫୦୦ ଓ ଅତ୍ୟାଧୁନିକ ବ୍ୟବସ୍ଥା ଥିଲେ ବଡ ବଡ ଗାଡି ସର୍ବାଧିକ ୩ ହଜାର ଟଙ୍କା ନେଇପାରିବେ ।