ଜୁନ୍ ୩ରେ କୋଭିଶିଲ୍ଡ ଓ ୬ରେ କୋଭାକ୍ସିନ ଟିକା ଓଡିଶା ଆସିବ | News Room Odisha

ଜୁନ୍ ୩ରେ କୋଭିଶିଲ୍ଡ ଓ ୬ରେ କୋଭାକ୍ସିନ ଟିକା ଓଡିଶା ଆସିବ

ଭୁବନେଶ୍ୱର- ଆସନ୍ତା ୩ ତାରିଖରେ ଓଡିଶା ଆସିବ କୋଭିଶିଲ୍ଡ ଟିକା । ୩ ଲକ୍ଷ ୫ ହଜାର ୪୬୦ କୋଭିଶିଲ୍ଡ ଟିକା ଓଡିଶାରେ ପଂହଚିବ । ଏହି ଟିକା ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ପାଇଁ ବ୍ୟବହାର ହେବ । ଜୁନ୍ ୬ ତାରିଖରେ ୪୦ ହଜାର କୋଭାକ୍ସିନ ଟିକା ମଧ୍ୟ ରାଜ୍ୟକୁ ଆସିବ ।