ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ, ନରସିଂହ ଭୋଳ କେନ୍ଦ୍ରାଂଚଳ ଆଇଜି, ହିମାଂଶୁଲାଲଙ୍କୁ ପୂର୍ବାଂଚଳ ଦାୟିତ୍ୱ | News Room Odisha

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ, ନରସିଂହ ଭୋଳ କେନ୍ଦ୍ରାଂଚଳ ଆଇଜି, ହିମାଂଶୁଲାଲଙ୍କୁ ପୂର୍ବାଂଚଳ ଦାୟିତ୍ୱ

ଭୁବନେଶ୍ୱର- ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି କରାଯାଇଛି । ହିଂମାଶୁଲାଲ ପୂର୍ବାଞ୍ଚଳ ଆଇଜି ହେବେ । ଦୀପକ କୁମାର ଉତ୍ତରାଂଚଳ ଡିଆଇଜି ହୋଇଛନ୍ତି । ଦେବଗଡ ଏସପି ଭାବେ ରାଜକିଶୋର ପାଇକରାୟଙ୍କୁ ନିଯୁକ୍ତି ମିଳିଛି । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । କଟକ ରେଲୱେ ଏସପି ଭାବେ ଡି.ପି ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି ।