ରାଜ୍ୟରେ ସୁସ୍ଥ ହେଲେ ଆଉ ୧ ହଜାର ୨୯୭ କୋରୋନା ରୋଗୀ | News Room Odisha

ରାଜ୍ୟରେ ସୁସ୍ଥ ହେଲେ ଆଉ ୧ ହଜାର ୨୯୭ କୋରୋନା ରୋଗୀ

ଭୁବନେଶ୍ୱର- ରାଜ୍ୟରେ ଆଉ ୧ ହଜାର ୨୯୭ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨, ମୟୂରଭଞ୍ଜ ଜିଲ୍ଲାରୁ ୧୩୩, କଟକରୁ ୧୧୧, ବାଲେଶ୍ୱରରୁ ୧୦୦, ଅନୁଗୁଳରୁ ୭୬, ସୁନ୍ଦରଗଡରୁ ୭୪, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡାରୁ ୬୨, ପୁରୀରୁ ୫୨, ବଲାଙ୍ଗିରରୁ ୪୩, ବରଗଡରୁ ୪୦ ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୧୪ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୯୯ ହଜାର ୧୫୯ରେ ପହଂଚିଛି ।

COVID-19