ଆଜି ସ୍ୱାଭିମାନ ଅଂଚଳ ବାସିନ୍ଦାଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ | News Room Odisha

ଆଜି ସ୍ୱାଭିମାନ ଅଂଚଳ ବାସିନ୍ଦାଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳବାସୀଙ୍କ ସହ ଆଜି କଥାହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଟେଲିଫୋନ ମାଧ୍ୟମରେ କଥାହେବେ ।

ଅଂଚଳର ବିକାଶ ନେଇ ମୁଖ୍ୟମନ୍ତ୍ରୀ , ସ୍ଥାନୀୟ ଲୋକଙ୍କ ସହ କଥା ହେବେ । ଗୁରୁପ୍ରିୟା ସେତୁ ହେବା ପରେ ଅଂଚଳର ବିକାଶ ସଂପର୍କରେ ସମୀକ୍ଷା ହେବ । ୯ଟି ପଂଚାୟତର ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏଁ ମୋବାଇଲ୍ ବଂଟନ କରାଯିବ ।

CM Naveen Patnaik