ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଜଣେ ମହିଳାଙ୍କ ସମେତ ୨ ଗିରଫ | News Room Odisha

ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଜଣେ ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ୱର-ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗାର । ୫୫୦ ଗ୍ରାମ ବ୍ରାଉନସୁଗାର ସହ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବେପାରୀଙ୍କଠାରୁ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ବି ଜବତ କରାଯାଇଛି । ଗୋଟିଏ କାର୍ ଓ ୨ଟି ବାଇକ ଜବତ ହୋଇଛି ।