ଗୀତା ମହାତ୍ମ୍ୟ: ଭାରତାମୃତ ସର୍ବସ୍ୱମ ଵିଷ୍ଣୁ ବକତ୍ରାଦ ବିନିଃ ସୃତମ। ଗୀତା ଗଙ୍ଗୋଦକମ୍ ପିତ୍ୱା ପୁନର୍ଜନ୍ମ ନ ବିଦ୍ୟତେ।। | News Room Odisha

ଗୀତା ମହାତ୍ମ୍ୟ: ଭାରତାମୃତ ସର୍ବସ୍ୱମ ଵିଷ୍ଣୁ ବକତ୍ରାଦ ବିନିଃ ସୃତମ। ଗୀତା ଗଙ୍ଗୋଦକମ୍ ପିତ୍ୱା ପୁନର୍ଜନ୍ମ ନ ବିଦ୍ୟତେ।।

ଭାରତାମୃତ ସର୍ବସ୍ୱମ ଵିଷ୍ଣୁ ବକତ୍ରାଦ ବିନିଃ ସୃତମ।

ଗୀତା ଗଙ୍ଗୋଦକମ୍ ପିତ୍ୱା ପୁନର୍ଜନ୍ମ ନ ବିଦ୍ୟତେ।।

ଗୀତା ହେଉଛି ଭାରତର ଅମୃତ, କାରଣ ଏହା ସ୍ୱୟଂ ବିଷ୍ଣୁଙ୍କ ଦ୍ଵାରା କୁହାଯାଇଅଛି। ଭଗବାନ ଶ୍ରୀକୃଷ୍ଣ ଆଦି ବିଷ୍ଣୁ ଅଟନ୍ତି। ତାଙ୍କ ମୁଖାରବିନ୍ଦରୁ ନିର୍ଗତ ହେଉଥିବା ଏହି ଗୀତା ବାଣୀ ଅମୃତ ସଦୃଶ ଅଟେ। ଯେଉଁ ସୌଭାଗ୍ୟବାନ ପୁରୁଷ ଏହି ଗୀତା ରୂପକ ଗଙ୍ଗୋଦକକୁ ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ପାନ କରେ ଅର୍ଥାତ ଶ୍ରବଣ ବା ଅଧ୍ୟୟନ କରେ, ତେବେ ସେହି ବ୍ୟକ୍ତିର ଆଉ ପୁନର୍ଜନ୍ମ ହୋଇନଥାଏ। ଅର୍ଥାତ ତାକୁ କେତେବେଳେ ହେଲେ ଏ ପ୍ରପଞ୍ଚ ମାୟା ଗ୍ରାସ କରି ନଥାଏ। ସେହି ବ୍ୟକ୍ତି ଜୀବନ ମୁକ୍ତ ଭାବରେ ଏ ସଂସାରରେ ବିଚରଣ କରିଥାଏ।

Bhagavat GitaGita Mahatma