ଗୀତା ମହାତ୍ମ୍ୟ : ଏକମ ଶାସ୍ତ୍ରମ ଦେବକୀ ପୁତ୍ର ଗୀତମ ଏକୋ ଦେଵୋ ଦେବକୀ ପୁତ୍ର ଏବ । ଏକୋ ମନ୍ତ୍ର ସ୍ତସ୍ୟ ନାମାନି ୟାନି କର୍ମାପୟେ କମ ତସ୍ୟ ଦେବସ୍ୟ ସେବା।। | News Room Odisha

ଗୀତା ମହାତ୍ମ୍ୟ : ଏକମ ଶାସ୍ତ୍ରମ ଦେବକୀ ପୁତ୍ର ଗୀତମ ଏକୋ ଦେଵୋ ଦେବକୀ ପୁତ୍ର ଏବ । ଏକୋ ମନ୍ତ୍ର ସ୍ତସ୍ୟ ନାମାନି ୟାନି କର୍ମାପୟେ କମ ତସ୍ୟ ଦେବସ୍ୟ ସେବା।।

ଏକମ ଶାସ୍ତ୍ରମ ଦେବକୀ ପୁତ୍ର ଗୀତମ
ଏକୋ ଦେଵୋ ଦେବକୀ ପୁତ୍ର ଏବ ।
ଏକୋ ମନ୍ତ୍ର ସ୍ତସ୍ୟ ନାମାନି ୟାନି କର୍ମାପୟେ କମ ତସ୍ୟ ଦେବସ୍ୟ ସେବା।।

କର୍ମ ବହୁଳ ଜୀବନରେ ଅନେକ ଗ୍ରନ୍ଥ ଅଧ୍ୟୟନ କରିବାକୁ ସମୟ ନାହିଁକି ତାର ଅର୍ଥ ବୁଝିବାକୁ ସ୍ୱଳ୍ପ ବୁଦ୍ଧି ସମ୍ପର୍ଣ୍ଣ ମନୁଷ୍ୟ ପାଖରେ ସାମର୍ଥ୍ୟ ବି ନାହିଁ। ଏପରି ସ୍ଥଳେ ଏକମାତ୍ର ଶାସ୍ତ୍ର ଶ୍ରୀମଦ ଭଗବଦ ଗୀତା ଅଧ୍ୟୟନ ହିଁ ମନୁଷ୍ୟ ଜୀବନର ସାର୍ଥକତା ଅଟେ। ସେହିପରି ଏକମାତ୍ର ଭଗବାନ ଶ୍ରୀକୃଷ୍ଣଙ୍କ ସ୍ମରଣହିଁ ଜନ୍ମାର୍ଜିତ ପାପକୁ ବିଧ୍ୱଂସ କରିବାରେ ସମର୍ଥବାନ ଅଟେ।ଏକମାତ୍ର ମନ୍ତ୍ର ତାଙ୍କ ନାମବଳୀ ଯାହା ଆମ ମନ ପ୍ରାଣକୁ ଶୀତଳ ତା ପ୍ରଦାନ କରେ। ଏବଂ ଆମ ଜୀବନର ଏକମାତ୍ର ସେବା ତାଙ୍କ ଅଭୟ ଚରଣାର ବିନ୍ଦ ହେବା ବିଧେୟ।

Bhagavat GitaGita Mahatma