ସୁଶୀଳା ଦେବୀଙ୍କ ସମ୍ମାନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ ଆଗତ, ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବୀ | News Room Odisha

ସୁଶୀଳା ଦେବୀଙ୍କ ସମ୍ମାନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ ଆଗତ, ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବୀ

ଭୁବନେଶ୍ୱର- ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ । ବରିଷ୍ଠ ସଦସ୍ୟଙ୍କ ଶୋକ ପରେ ସୁଶୀଳା ଦେବୀଙ୍କ ସମ୍ମାନରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖାଯାଇଛି ।

Odisha Assembly