ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଫସିଲେ ଜୁୁନିଅର ଆକାଉଂଟାଟ୍ | News Room Odisha

ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଫସିଲେ ଜୁୁନିଅର ଆକାଉଂଟାଟ୍

ବଲାଙ୍ଗିର- ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଫସିଛନ୍ତି ବରଗଡ ଜିଲ୍ଲା ଯୋଗାଣ ଅଫିସ୍‌ର ଜୁନିଅର ଆକାଉଂଟାଟ୍ କମ୍ଭୁୁପାଣି ମିଶ୍ର । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ କମ୍ଭୁପାଣିଙ୍କ ବଲାଙ୍ଗିର ଠିକାଦାରପଡା ସ୍ଥିତ ଘର, ବରଗଡ କାର୍ଯ୍ୟାଳୟ, ସୋନପୁରରେ ଥିବା ଏକ ଘର ଉପରେ ଚଢାଉ କରିଛନ୍ତି । କମ୍ଭୁପାଣି ବର୍ତମାନ ବରଗଡରେ ଅଛନ୍ତି ।

Odisha Vigilance