କୋରାପୁଟ ସୁନାବେଡା ବସଷ୍ଟାଣ୍ଡ୍ ନିକଟରୁ ବିପୁଳ ଜାଲ ନୋଟ ଜବତ, ଜଣେ ଗିରଫ | News Room Odisha

କୋରାପୁଟ ସୁନାବେଡା ବସଷ୍ଟାଣ୍ଡ୍ ନିକଟରୁ ବିପୁଳ ଜାଲ ନୋଟ ଜବତ, ଜଣେ ଗିରଫ

କୋରାପୁଟ – କୋରାପୁଟ ସୁନାବେଡା ବସଷ୍ଟାଣ୍ଡ୍ ନିକଟରୁ ବିପୁଳ ଜାଲ ନୋଟ୍ ଜବତ କରାଯାଇଛି । ୩ ଲକ୍ଷ ୨୮ ହଜାର ୩ ଶହ ଟଙ୍କାର ଜାଲ୍ ନୋଟ ଜବତ କରିିଛି ଏସଟିଏଫ । ଅନାମ ଖିଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତାପାଖରୁ ଜାଲ୍ ନୋଟ୍ ସହ ମାରଣାସ୍ତ୍ର ଜବତ କରିଛି ଏସଟିଏଫ୍ ।