କୋରୋନା ଅପଡେଟ୍ : ୨୪ ଘଂଟାରେ ୩୮ ହଜାର ୭୭୨ ନୂଆ ଆକ୍ରାନ୍ତ, ୪୪୩ ମୃତ | News Room Odisha

କୋରୋନା ଅପଡେଟ୍ : ୨୪ ଘଂଟାରେ ୩୮ ହଜାର ୭୭୨ ନୂଆ ଆକ୍ରାନ୍ତ, ୪୪୩ ମୃତ

ନୂଆଦିଲ୍ଲୀ – ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୭ ହଜାର ୧୩୯କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ କୋରୋନାରେ ଦେଶରେ ୪୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ହଜାର ୭୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୩୧ହଜାର ୬୯୧କୁ ବୃୃଦ୍ଧି ପାଇଛି । ୮୮ ଲକ୍ଷ ୪୭ ହଜାର ୬ ଶହ ସୁସ୍ଥ ହୋଇସାରିଥିବା ବେଳେ ୪ ଲକ୍ଷ ୪୬ ହଜାର ୯୫୨ ଜଣ ଚିକିତ୍ସାଧୀନ ଅଛନ୍ତି ।

COVID-19