ପାଠକ ଠକେଇ ମାମଲା : ବ୍ରହ୍ମପୁରରେ ଏସଆଇଟିର ତଦନ୍ତ ଜାରି, ୪ଟି ବ୍ୟାଙ୍କ୍‌ରେ ଖୋଳତାଡ | News Room Odisha

ପାଠକ ଠକେଇ ମାମଲା : ବ୍ରହ୍ମପୁରରେ ଏସଆଇଟିର ତଦନ୍ତ ଜାରି, ୪ଟି ବ୍ୟାଙ୍କ୍‌ରେ ଖୋଳତାଡ

ବ୍ରହ୍ମପୁର- ପାଠକ ଠକେଇ ମାମଲାରେ ଜାରି ରହିଛି ଖୋଳତାଡ । ବ୍ରହ୍ମପୁରରେ ଏସଆଇଟି ଟିମ ତଦନ୍ତ ଜାରି ରଖିଛି । ୪ଟି ବ୍ୟାଙ୍କରେ ଏସଆଇଟି ଟିମର ଖୋଳତାଡ ଜାରି ରହିଛି । ଆକ୍ସିସ, ଦେନାବ୍ୟାଙ୍କ୍‌, ଏସବିଆଇ ମେଡିକାଲ ବ୍ରାଂଚରେ ତଦନ୍ତ କରିଛି ଏସଆଇଟି । ଏହାଛଡା ଆଇସିଆଇସିଆଇ ପ୍ରୁଡେନସିଆଲ ଇନସୁରାନ୍ସ ସଂସ୍ଥାରେ ବି ତଦନ୍ତ ଜାରି ରହିଛି । ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଆର୍ଥିକ କାରବାର ନେଇ ଯାଂଚ କରୁଛି ଭିଜିଲାନ୍‌ସ ।