ଟିଟିଲାଗଡ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ | News Room Odisha

ଟିଟିଲାଗଡ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗିର- ବଲାଙ୍ଗର ଜିଲ୍ଲା ଟିଟିଲାଗଡ ମୁରିବାହାଲ ରେଞ୍ଜରଙ୍କ ଘରେ ଭିଡିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଏକସଙ୍ଗେ ତିନିଟି ସ୍ଥାନରେ ଚଢାଉ କରାଯାଇଛି । ରେଞ୍ଜର ପ୍ରଶାନ୍ତ ନାଏକଙ୍କ ଟିଟିଲାଗଡ ହାଟପଦା ସ୍ଥିତ ଘର, ମୁରିବାହାଲ ରେଞ୍ଜ ଅଫିସ ଓ ବେଲପଦର ଫାର୍ମ ହାଉସରେ ଭିଜିଲାନ୍ସ ଚଢାଉ ହୋଇଛି ।