ଏମଡିଏଚ ମସାଲା ମାଲିକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ | News Room Odisha

ଏମଡିଏଚ ମସାଲା ମାଲିକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ମସାଲା କିଙ୍ଗ୍ ନାମରେ ପ୍ରସିଦ୍ଧ ତଥା ଏମଡିଏଚ ମସାଲା କଂପାନିର ପ୍ରତିଷ୍ଠାତା ପଦ୍ମଶ୍ରୀ ଧରମପାଲ ଗୁଲାଟିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ଉଦ୍ୟୋଗ ଜଗତରେ ସେ ଜଣେ ଆଶାର ଆଲୋକ ବର୍ତିକା ଥିଲେ ବୋଲି ନବୀନ ଶୋକବାର୍ତାରେ କହିଛନ୍ତି । ଦାତବ୍ୟ କାମ ପାଇଁ ବି ଧରମପାଲ ଗୁଲାଟି ସବୁଦିନେ ମନେରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତାରେ କହିଛନ୍ତି ।

CM Naveen Patnaik