ରାଜ୍ୟସଭାରେ କୃଷି ବିଲ୍ : ଦଳୀୟ ସଦସ୍ୟଙ୍କୁ ହ୍ୱିପ ଜାରି କଲା ବିଜେଡି | News Room Odisha

ରାଜ୍ୟସଭାରେ କୃଷି ବିଲ୍ : ଦଳୀୟ ସଦସ୍ୟଙ୍କୁ ହ୍ୱିପ ଜାରି କଲା ବିଜେଡି

ନୂଆଦିଲ୍ଲୀ -ନିଜର ସମସ୍ତ ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି କରିଛି ବିଜେଡି । କୃଷି ବିଲ୍ ଆଗତ ବେଳେ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ, ବିଲକୁ ସମର୍ଥନ ନେଇ ଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ।